Business Tips: ପାର୍ବଣ ଋତୁରେ ସୁନା କିଣାବିକା, ଏମିତି କରନ୍ତୁ ନିବେଶ ପାଇବେ ଲାଭ !

ରଶ୍ମିତା ସାହୁ Sep 30, 2023, 19:39 PM IST

ଆସୁଛି ପାର୍ବଣ ଋତୁ । ପାର୍ବଣ ଋତୁରେ ସୁନା କିଣାବିକା ବଢିଯାଏ । ଏମିତିରେ ପାରମ୍ପାରିକ ଭାବେ ଭାରତୀୟଙ୍କ ଲାଗି ସୁନା ନିବେଶର ଏକ ସୁରକ୍ଷିତ ଉପାୟ । ଖରାପ ସମୟରେ ସୁନା କାମରେ ଆସିବ ବୋଲି ଅନେକ ସୁନା କିଣନ୍ତି । କାରଣ ଅନ୍ଯ ନିବେଶର ମୂଲ୍ଯ ସମୟ ସହିତ ହ୍ରାସ ପାଇପାରେ କିନ୍ତୁ ସୁନାର ମୂଲ୍ୟ ହ୍ରାସ ପାଏନା । ତେବେ ଏବେ ସୁନାରେ ନିବେଶର ତରିକା ବଦଳି ଗଲାଣି । ସୁନା ଗହଣା କିଣିବା ବଦଳରେ ଆପଣ ଅନ୍ୟ ଉପାୟରେ ମଧ୍ଯ ସୁନାରେ ନିବେଶ କରିପାରିବେ । ଫିଜିକାଲ ଗୋଲ୍ଡ ସହିତ ଏବେ ସୋଭରେନ୍ ଗୋଲ୍ଡ ବଣ୍ଡ୍ ଓ ଗୋଲ୍ଡ୍ ଇଟିଏଫ୍ ର ବିକଳ୍ପ ଉପଲବ୍ଧ ଅଛି । ତେବେ କେଉଁଟା ଆପଣଙ୍କ ନିବେଶର ସଠିକ ତରିକା ହେବ,ଆସନ୍ତୁ ଜାଣିବା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link