Calcium Diet: ୩୦ ବର୍ଷ ପରେ ମହିଳାଙ୍କ ପାଇଁ ଆବଶ୍ୟକ କ୍ୟାଲସିୟମରେ ଭରପୂର ଏହିସବୁ ଖାଦ୍ୟ

ରଶ୍ମିତା ସାହୁ Sun, 01 Oct 2023-12:52 pm,

୩୦ ବର୍ଷ ପରେ ସାଧାରଣତଃମହିଳାମାନେ କ୍ୟାଲସିୟମ ହିନତାର ଶିକାର ହୁଅନ୍ତି। ଅସ୍ତି ପାଇଁ କ୍ୟାଲସିୟମନିତ୍ୟାନ୍ତ ଆବଶ୍ଯକ । କ୍ୟାଲସିୟମଅଭାବରେ ଅସ୍ତି ଦୁର୍ବଳ ହୋଇଯାଏ। ବିଶେଷକରି ୩୦ ବର୍ଷ ପରେଗର୍ଭଧାରଣ କରୁଥିବା ମହିଳାଙ୍କ ପାଇଁକ୍ୟାଲସିୟମ ଅତି ଜରୁରୀ ହୋଇଥାଏ ।କାରଣ ଏହି ବୟସରେ ଶରିରରେକ୍ୟାଲସିୟମର ଅଭାବ ସୃଷ୍ଚି ହୋଇଥାଏ। ତେବେ ଭଲ କଥାହେଉଛି ଏଭଳି କିଛି ପ୍ରାକୃତିକଖାଦ୍ୟ ରହିଛି ଯାହା ଶରିରକୁକ୍ୟାଲସିୟମ ଯୋଗାଇ ଦେଇ ପାରିବ। ଆସନ୍ତୁ ନଜର ପକାଇବାସେହିଭଳି କିଛି ଖାଦ୍ଯ ଉପରେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link