MLA Pradeep Panigrahi: ଗୋପାଳପୁରରେ MLA ପ୍ରଦୀପ ପାଣିଗ୍ରାହୀଙ୍କୁ ଅଣ୍ଡାମାଡ଼

ରଶ୍ମିତା ସାହୁ Fri, 25 Aug 2023-3:28 pm,

ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ ବିଜେଡି କର୍ମୀ । ଅଣ୍ଡାମାଡ଼ ସହ ପାଣି ବୋତଲ ମଧ୍ୟ ଗାଡ଼ି ଉପରକୁ ଫିଙ୍ଗିଛନ୍ତି ବିଜେଡି କର୍ମୀ । ବ୍ରହ୍ମପୁର ଯିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ବାଟରେ ଅଟକାଇଛନ୍ତି ବିଜେଡି କର୍ମୀ । ଲାଞ୍ଜିପଲି NH ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଏଭଳି ଜୋରଦାର ବିରୋଧ ଦେଖିବାକୁ ମିଳିଛି । ବ୍ରହ୍ମପୁରରେ ପ୍ରବେଶ ବେଳେ ତାଙ୍କୁ ବିରୋଧ କରାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link