Viral Video; ଜୱାନର `ଜିନ୍ଦାବାଦ` ଗୀତରେ ବୁଢ଼ୀ ମାଆଙ୍କର ଜବରଦସ୍ତ ନାଚ, ଭିଡିଓ ସେୟାର କରି ଶାହାରୁଖ କହିଲେ..

ପ୍ରିୟମ୍ବଦା ରଣା Sun, 24 Sep 2023-4:19 pm,

Viral Video; ଜୱାନର 'ଜିନ୍ଦାବାଦ' ଗୀତରେ ବୁଢ଼ୀ ମାଆ ଓ ତାଙ୍କ ନାତିଙ୍କ ଜବରଦସ୍ତ ନାଚ। ନିଜ ନାତିଙ୍କ ବୁଢ଼ୀ ମାଆଙ୍କ ଏହି ଡାନ୍ସ ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ନିଜେ ଶାହାରୁଖ ଖାନ୍ ଏହାକୁ ରିଟ୍ୱୁଟ୍ କରି ବୁଢ଼ି ମାଆଙ୍କର ଏନର୍ଜୀର ପ୍ରଶଂସା କରିଛନ୍ତି। ଆମକୁ ଫଲୋ କରିବାକୁ ହ୍ବାଟସ୍‌ ଆପ୍‌ରେ ସର୍ଚ୍ଚ କରନ୍ତୁ "Zee Odisha News" ଓ Join ବଟନରେ କ୍ଲିକ୍‌ କରନ୍ତୁ। ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ... https://whatsapp.com/channel/0029Va9cvVb6LwHbzDOvns3b

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link