Dance Video: ଆରେ ରସିଆ ଟୋକା ସମ୍ବଲପୁରୀ ଗୀତରେ ଜୋରଦାର ନାଚିଲେ ଜେଜେ-ନାତୁଣି, ଭିଡିଓ ଭାଇରାଲ୍

Jagdish Barik Mon, 30 Oct 2023-8:41 pm,

Grandfather and Granddaughter Viral Dance Video: ସୋସିଆଲ ମିଡିଆରେ ଜେଜେ-ନାତୁଣିଙ୍କ ଏକ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି । ଯେଉଁଥିରେ ସେମାନେ 'ଆରେ ରସିଆ ଟୋକା...' ସମ୍ବଲପୁରୀ ଗୀତରେ ଚତ୍ମକାର ଭାବେ ନାଚୁଥିବାର ନଜର ଆସୁଛନ୍ତି । ଏହି ଭିଡିଓ କୁ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଲାଇକ୍ କରିଥିବା ବେଳେ, ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି । ଦେଖନ୍ତୁ ଏହି ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link