Groom Viral Dance: କନ୍ୟାକୁ ମଣ୍ଡପରେ ଛାଡ଼ି ଶ୍ୱଶୁରକୁ ଧରି ନାଚିଲା ଜ୍ୱାଇଁ, Viral ହେଲା ଭିଡିଓ

Rashmita Sahoo Sep 09, 2024, 15:39 PM IST

ଆଜିକାଲି ବିବାହ ଓ ନିର୍ବନ୍ଧ ସମୟର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଖାସ୍ କରି ପରିବାର ସହ ବର କନିଆଙ୍କ ଡ୍ୟାନ୍ସ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି। ନିର୍ବନ୍ଧ ଦିନ ପୁଅ ମଣ୍ଡପ ଛାଡି଼ ଶ୍ୱଶୁରଙ୍କୁ ଧରି ନାଚୁଥିଲେ। ଏତିକି ରେ ବ୍ୟକ୍ତି ଜଣକ ଯାଇ ନିଜ ଝିଅକୁ ସ୍ନେହ କରିଥିଲେ। ଏହି ଭିଡିଓକୁ ବହୁତ ଲୋକ ପସନ୍ଦ କରୁଛନ୍ତି। ସେହି ପରି କିଛି ଲୋକ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି କହିଛନ୍ତି ଯେ, ଶ୍ୱଶୁର ବାପା ସମାନ...ତାଙ୍କୁ ସମ୍ମାନ ଦେବା ଜରୁରୀ। ଅନ୍ୟପଟେ ଲୋକ କହିଛନ୍ତି ଯେ, ଏହିଦିନଟି ମସ୍ତି କରିବାର ଦିନ। ଖୁସିରେ ଏମିତି କଲେ କିଛି ଅସମ୍ମାନ ରେ ଯାଏନି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link