Viral Video: ୩୧୯ କାଚ ଗ୍ଲାସକୁ ନିଜ ମୁଣ୍ଡରେ ରଖି ନାଚିଲେ ଏହି ବ୍ୟକ୍ତି, ବନିଗଲା ଗିନିଜ ୱାର୍ଲ୍ଡ ରେକର୍ଡ, ଦେଖନ୍ତୁ ଭିଡିଓ

Jagdish Barik Sat, 21 Oct 2023-7:31 pm,

Guinness World Records Video: ସାଇପ୍ରସର ଆରିଷ୍ଟୋଟେଲିସ୍ ଭାଲୋରାଇଟିସ୍ ନିଜ ମୁଣ୍ଡରେ ୩୧୯ କାଚ ଗ୍ଲାସକୁ ସନ୍ତୁଳନ ରଖି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ଲିପିବଦ୍ଧ କରିଛନ୍ତି । ଦେଖନ୍ତୁ ଏହି ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link