Gujarat Flood: ପ୍ରବଳ ଜଳ ପ୍ରବାହ ଯୋଗୁଁ ନିଜ କାର ସହିତ ନଦୀକୁ ଭାସିଗଲେ ସ୍ୱାମୀ-ସ୍ତ୍ରୀ, ଆଉ ତା` ପରେ..., ଦେଖନ୍ତୁ ଏହି ଭିଡିଓ

Jagdish Barik Sun, 08 Sep 2024-4:56 pm,

Gujarat Car Flood Video: ଗୁଜୁରାଟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁଁ ନଦୀଗୁଡ଼ିକ ଉଛୁଳିବାରେ ଲାଗିଛି।କାରରେ ଯାତ୍ରା କରୁଥିବା ଏକ ଦମ୍ପତି ସାବରଖାନା ଜିଲ୍ଲାର ହଠାତ୍ ବନ୍ୟାରେ ଫସି ଯାଇଥିଲେ। ଏହାର ଏକ ଆଶ୍ଚର୍ଯ୍ୟଜନକ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନଦୀରେ ଜଳ ପ୍ରବାହ ହଠାତ୍ ବୃଦ୍ଧି ଯୋଗୁଁ କାରଟି କିଛି ଘଣ୍ଟା ପାଣିରେ ବୁଡ଼ି ରହିଥିଲା। ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଦଳ ଏସଡିଏମ ମାମଲତଦାର, ପୋଲିସ ଏବଂ ସ୍ଥାନୀୟ ଲୋକ କାରରେ ଯାତ୍ରା କରୁଥିବା ଦମ୍ପତିଙ୍କୁ ନଦୀର ପ୍ରବଳ ସ୍ରୋତରୁ ଉଦ୍ଧାର କରିଥିଲେ। ଦେଖନ୍ତୁ ଏହି ଭିଡିଓ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link