Dog Attack Lion: `ନିଜ ଗଳିରେ କୁକୁର ମଧ୍ୟ ସିଂହ`, ଗାଁକୁ ପଶି ଆସିଥିବା ସିଂହକୁ ଏପରି ଗୋଡ଼ାଇ ବାହାର କଲେ କୁକୁର, ଦେଖନ୍ତୁ ଭିଡ଼ିଓ

Thu, 23 Mar 2023-3:56 pm,

Dogs Chase Away A Majestic Lion Video: IFS ଅଧିକାରୀ ସୁଶାନ୍ତ ନନ୍ଦ କୁକୁରମାନଙ୍କୁ ଦେଖିବା ପରେ କିପରି ଲାଞ୍ଜକୁ ହଲାଇ ଭୟଙ୍କର ସିଂହ ଦୌଡ଼ି ପଳାଉଛି, ଏହାର ଏକ ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି, ନିଜ ଗଳିରେ କୁକୁର ମଧ୍ୟ ସିଂହ ହୋଇଯାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link