HBD Sabyasachi Mishra: ନିଜ ଜନ୍ମଦିନରେ `ପୁଷ୍କରା` ଅବତାରରେ ପୁଣି ନଜର ଆସିଲେ ସବ୍ୟ

ରଶ୍ମିତା ସାହୁ Fri, 06 Oct 2023-12:50 pm,

ରୂପେଲି ପରଦାରେ ଖୁବ ଜୋରସୋରରେ ଆଗେଇ ଚାଲିଛି ଅଭିନେତା ସବ୍ୟସାଚୀଙ୍କ ଫିଲ୍ମ ପୁଷ୍କରା । ହଲ୍ ରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି। ତେବେ ଏହାରି ମଧ୍ୟରେ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ସବ୍ୟସାଚୀ ମିଶ୍ର । ଆଜି ଅଭିନେତା ସବ୍ୟସାଚୀଙ୍କ ଜନ୍ମଦିନ । ୩୮ ବର୍ଷରେ ପାଦ ଥାପିଛନ୍ତି ଅଭିନେତା । ଏହାରି ଭିତରେ ସବ୍ୟସାଚୀ ନିଜ ଫିଲ୍ମ ପୁଷ୍କରାର ଗେଟ୍ ଅପ ରେ ପୁଣିଥରେ ନଜର ଆସିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link