Harbhajan-Sreesanth Fight: ହରଭଜନ-ଶ୍ରୀସାନ୍ତଙ୍କ ମଧ୍ୟରେ ପୁଣଥରେ ହେଲା ଝଗଡା, ଲିଫ୍ଟରେ କଲେ `ହଙ୍ଗାମା`, ଦେଖନ୍ତୁ ଭିଡିଓ

Jagdish Barik Wed, 12 Apr 2023-6:31 pm,

Harbhajan-Sreesanth Fight: ଆଇପିଏଲର ପ୍ରଥମ ସିଜନରେ ହରଭଜନ ସିଂ ଓ ଏସ. ଶ୍ରୀସନ୍ତଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ସମୟରେ ଶ୍ରୀସାନ୍ତଙ୍କୁ ହରଭଜନ ସିଂ ଏକ ଚାପୁଡ଼ା ମାରିଥିଲେ ଓ ପରେ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦିଆଯାଇଥିଲା । ଏବେ ପୁଣି ଥରେ ଉଭୟଙ୍କ 'ଝଗଡା'ର ଏକ ଭିଡିଓ ସାମ୍ନାକୁ ଆସିଛି । ଜାଣନ୍ତୁ କ’ଣ ଏହି ମାମଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link