Varsha Priyadarshini: ପବିତ୍ର ମହାଳୟାରେ ବେଙ୍ଗଲୀ ଗୀତରେ ରିଲ୍ସ କଲେ ବର୍ଷା, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Sat, 14 Oct 2023-4:18 pm,

ପାରିବାରିକ ବିବାଦରେ ଛନ୍ଦି ହୋଇଥିଲେ ମଧ୍ୟ ନିଜ କର୍ତ୍ତବ୍ୟରେ କେବେ ହେଳା କରିନାହାଁନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଗତ କିଛିଦିନ ତଳେ ନିଜ ଫିଲ୍ମ ବସ୍ ର ମୋସନ ପୋଷ୍ଟର ରିଲିଜ କରିଥିବା ବେଳେ କିଛି ଘଣ୍ଟା ତଳୁ ଏକ ନୂଆ ରିଲ୍ସ ସେୟାର କରିଛନ୍ତି ଅଭିନେତ୍ରୀ ବର୍ଷା । ପବିତ୍ର ମହାଳୟା ର ଶୁଭେଚ୍ଛା ଦେବା ସହ ଏକ ସୁନ୍ଦର ବେଙ୍ଗଲୀ ଗିତରେ ରିଲ୍ସ କରି ସେୟାର କରିଛନ୍ତି ଅଭିନେତ୍ରୀ ବର୍ଷା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link