Dating App: ଇଣ୍ଟରନେଟ ଆପରେ ସମ୍ପର୍କ କେତେ ଭରସାଯୋଗ୍ୟ?

ରଶ୍ମିତା ସାହୁ Oct 24, 2023, 16:00 PM IST

ଇଣ୍ଟରନେଟ୍ ଆମ ସମୟକୁ ବଦଳାଇ ଦେଇଛି । ଜୀବନ ସାଥୀ ଚୟନ ଏବଂ ବନ୍ଧୁତା ଭଳି ଭାବପ୍ରବଣ ତଥା ଅତ୍ୟଧିକ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଆଜି ଆମେ ଡେଟିଂ ଆପ୍ ଉପରେ ନିର୍ଭରଶୀଳ ହୋଇପଡ଼ିଛେ । ତେଣୁ ଡେଟିଂ ଆପ୍ ପ୍ରସ୍ତୁତକାରୀ କମ୍ପାନୀଙ୍କନଜରରେ ଏବେ ଭାରତ ଅଛି ।କାରଣ ହେଉଛି ଭାରତର ଯୁବବର୍ଗଙ୍କ ସଂଖ୍ୟା । ଆର୍ଥିକ ଉଦାରିକରଣ ସହିତ ଭାରତରେ ବଡ଼ ଧରଣର ବିସ୍ଥାପନ ହୋଇଥିଲା । ଯୁବକଯୁବତୀ ନିଜ ନିଜ ମୁଳ ବାସସ୍ଥାନରୁ ବାହାରି ବଡ଼ବଡ଼ ସହରରେ ରହିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link