Video: ଜୋତା ଭିତରେ କେମିତି ପଶୁଛି ସାପ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 20 Sep 2024-2:40 pm,

Video: ବର୍ଷା ଦିନରେ ସାପକୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଘର ଭିତରେ ମଧ୍ୟ ସାପ ପଶିଯାଏ । କେବେ କେବେ ଜୋତା ମଧ୍ୟରୁ ମଧ୍ୟ ସାପ ବାହାରିବା ନଜିର ରହିଛି । ଜୋତା ଭିତରେ କିପରି ସାପ ପଶି ଲୁଚି ରହୁଛି ଦେଖନ୍ତୁ ଏହି ଭିଡିଓରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link