Voter ID Card: କିପରି ଅନଲାଇନ ଡାଉନଲୋଡ କରିପାରିବେ ଭୋଟର ID କାର୍ଡ?

Fri, 19 Apr 2024-7:39 pm,

ଗଣତନ୍ତ୍ରର ମହାପର୍ବ ଆଜିଠୁ ଆରମ୍ଭ ହୋଇଛି। ଦେଶରେ ଜନତା ନିଜ ନେତା କୁ ବାଛୁଛନ୍ତି ହେଲେ କେବେ ଭାବିଛନ୍ତି ଯଦି ନିର୍ବାଚନରେ ମତଦାନ କରିବାକୁ ହୁଏ ତେବେ ଅନଲାଇନ ଭୋଟର ଆଇଡି କେମିତି କରିବେ ଡାଉନଲୋଡ। ଆସନ୍ତୁ ଜାଣିବା-ଘରେ ବସି ଡିଜିଟାଲ୍ ଭୋଟର ଆଇଡ଼ି କାର୍ଡ ଡାଉନଲୋଡ୍ କରିବାର ସୁବିଧା ବହୁ ପୂର୍ବରୁ ନିର୍ବାଚନ ଆୟୋଗ ଦ୍ୱାରା ଆରମ୍ଭ ହୋଇଥିଲା। ହେଲେ ଅଧିକାଂଶ ଲୋକ ଭୋଟର ଆଇଡ଼ି କାର୍ଡ ଡାଉନଲୋଡ୍ କରିବା ପ୍ରକ୍ରିୟା ବିଷୟରେ ଅବଗତ ନାହାଁନ୍ତି। ଯାହା ଦ୍ୱାରା ସେମାନେ ଏହି ସୁବିଧାର ଲାଭ ନେଇପାରୁ ନାହାଁନ୍ତି। ଯଦିଓ ଏହି ପ୍ରକ୍ରିୟା ବହୁତ ସହଜ। ଭୋଟର ଆଇଡି କାର୍ଡ ଡାଉନଲୋଡ୍ କରିବାକୁ ହେଲେ ଆପଣଙ୍କୁ ନିର୍ବାଚନ ଆୟୋଗ ଅଫିସିଆଲ୍ ୱେବସାଇଟ୍ ବ୍ୟବହାର କରିବାକୁ ହେବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link