Nizamabad Hospital: ହସ୍ପିଟାଲରେ ଭର୍ତ୍ତି ପୁଅକୁ ଚଟାଣରେ ଘୋଷାଡ଼ି-ଘୋଷାଡ଼ି ନେଲେ ବାପା-ମାଆ, ମିଳିଲାନି ହ୍ୱିଲ୍ ଚେୟାର, ଦେଖନ୍ତୁ ଭିଡିଓ

Jagdish Barik Sun, 16 Apr 2023-6:28 pm,

Nizamabad Hospital Video: ନିଜାମାବାଦ ହସ୍ପିଟାଲରେ ଜଣେ ପିତାମାତା ତାଙ୍କ ଅସୁସ୍ଥ ପୁଅକୁ ହ୍ୱିଲ ଚେୟାର ନମିଳିବାରୁ, ହସ୍ପିଟାଲ କରିଡରରେ ଘୋଷାଡ଼ି-ଘୋଷାଡ଼ି ନେଉଥିବାର ଭିଡିଓ ଆସିବା ପରେ ଏହାକୁ ନେଇ ଅନେକ ସମାଲୋଚନା କରାଯାଇଛି । ଆପଣ ଏଠାରେ ଦେଖିପାରିବେ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link