I love Youର ଟାଇଟାଲ ଟ୍ରାକରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ଟୁଟୁ ନାୟକ

Prabhudatta Moharana Tue, 10 Sep 2024-5:56 pm,

ନିକଟରେ ବଡ଼ ପରଦାରେ ରିଲିଜ ହୋଇଛି I Love You 2। ଏହି ଓଡ଼ିଆ ସିନେମାର ପ୍ରଯୋଜକ ସଞ୍ଜୟ ନାୟକ ବା ଟୁଟୁ ନାୟକଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଏହି ଭିଡିଓଟି ସିନେମାର ସୁଟିଂ ସମୟର ଭିଡିଓ। ଏହି ଭାଇରାଲ ଭିଡିଓରେ ଶ୍ରୀ ନାୟକଙ୍କୁ ସିନେମାର ଟାଇଟାଲ ଟ୍ରାକରେ ଏକ ରୋମାଣ୍ଟିକ ମୁଡରେ ନଜର ଆସିଛନ୍ତି। ଦେଖନ୍ତୁ ଭିଡିଓ... Also Read: EPFOଙ୍କ ପାଇଁ ଆସିଲା ଆଉ ଏକ ଖୁସି ଖବର, ଲାଭବାନ ହେବେ କୋଟିକୋଟି ଉପଭୋକ୍ତା  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link