India Canada Dispute: ଗୋଟିଏ ମେସିନ୍ ପାଇଁ ୫୦ ବର୍ଷ ତଳୁ ଭାରତ-କାନାଡା ସମ୍ପର୍କ ଖରାପ!

ରଶ୍ମିତା ସାହୁ Wed, 27 Sep 2023-8:26 pm,

ଭାରତ ଓ କାନାଡା ମଧ୍ଯରେ ସମ୍ପର୍କ ଏବେ ତା’ର ସର୍ବନିମ୍ନ ସ୍ତରରେ ଅଛି । ଏମିତିରେ ମନକୁ ଆସୁଥିବ ଯେ, ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା କାନାଡା କାହିଁକି ଭାରତକୁ ନାପସନ୍ଦ କରୁଛି ? କ’ଣ ପାଇଁ କାନାଡା ପାକିସ୍ତାନ ପରେ ଭାରତ ବିରୋଧୀ ଆତଙ୍କବାଦୀଙ୍କ ଆଡ୍ଡା ପାଲଟି ଯାଇଛି ? ଏହାର ଉତ୍ତର ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେବେ । ଚକିତ ହେବେ । ବିଶ୍ୱାସ ଆସିବ ନାହିଁ ଯେ,ଭାରତ ଓ କାନାଡା ମଧ୍ଯରେ ସମ୍ପର୍କ ଖରାପ ହେବା ପଛରେ ୫୦ ବର୍ଷ ତଳର ଗୋଟିଏ ଘଟଣା ଅଛି । ୫୦ ବର୍ଷର ଟାଇମ୍ ଲାଇନ୍ ବାବଦରେ ଜାଣି ଯେତିକି ଚକିତ ହେବନି ତା’ଠାରୁ ଅଧିକ ଆଶ୍ଚର୍ଯ୍ଯ ହେବେ ଯେତେବେଳେ ଜାଣିବେ ସମ୍ପର୍କରେ ଫାଟ ପଛରେ ଅଛି ଗୋଟିଏ ମେସିନ୍ । କାନାଡା ଦେଇଥିଲା ଭାରତକୁ । କିନ୍ତୁ ଭାରତ ସେହି ମେସିନକୁ ଯେଉଁଭଳି ବ୍ଯବହାର କଲା ତାକୁ ନେଇ କାନାଡା ସେହିଦିନଠାରୁ ଖପା ଅଛି । ରାଗ ଏତେ ଯେ, ଭାରତ ବିରୋଧରେ ମୌକା ପାଇଲେ କାନାଡା ଆଗକୁ ଚାଲି ଆସେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link