India-Pak Match: ଭାରତର ବିଜୟ ପରେ ଜମ୍ମୁରେ ଜୋରଦାର Celebration..

ପ୍ରିୟମ୍ବଦା ରଣା Tue, 12 Sep 2023-12:07 pm,

India-Pak Match: ଭାରତ-ପାକିସ୍ତାନ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଭାରତର ବିଜୟ ପରେ ଏବେ ଉତ୍ସବମୁଖର ପୂରା ଦେଶ। ନାଚି, ଗାଇ ବାଣ ଫୁଟେଇ ଏବେ ଦେଶ ପାଳନ କରୁଛି ଭାରତ କ୍ରିକେଟ ଟିମର ବିଜୟ।ସେହିପରି ଏକ ସେଲିବ୍ରେସନର ଭିଡିଓ ଆସିଛି ଜମ୍ମୁରୁ। ଯେଉଁଠି କ୍ରିକେଟ୍ ପ୍ରଂଶସକମମାନେ ଖୁବ୍ ଖୁସିରେ ଭାରତର ବିଜୟକୁ ପାଳନ କରୁଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link