Video: ସୁପରଷ୍ଟାର ଅନୁଭବ ମହାନ୍ତି ଆଜି ସୋସିଆଲ ମଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ହିନ୍ଦୀ ଭାଷାରେ କିଛି ସାୟରୀ ଶୁଣାଇଛନ୍ତି ଅନୁଭବ ମହାନ୍ତି । ତେବେ ଅନୁଭବ ଏହାକୁ ନିଜେ ଲେଖିଛନ୍ତି ନା ଅନ୍ୟ କାହାର ଲେଖାକୁ ପଢୁଛନ୍ତି ତାହା ଏବେ ପ୍ରଶଂସକଙ୍କ ଗହଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.