Isro ର ମିଶନ ସୂର୍ଯ୍ୟ AdityaL1, କେତେ ହୋଇଛି ଖର୍ଚ୍ଚ କଣ କରିବ ଅନୁସନ୍ଧାନ...

ରଶ୍ମିତା ସାହୁ Tue, 29 Aug 2023-5:19 pm,

AdityaL1 Budget: ଇସ୍ରୋର ଚନ୍ଦ୍ରୟାନ ୩ର ସଫଳତା ପରେ ଏବେ ଆଉ ପାଦେ ଆଗେଇବାକୁ ଯାଉଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ । ଜହ୍ନ ରାଇଜରେ ପାଦ ଥାପିବା ପରେ ସୂର୍ଯ୍ୟ ଉପରେ ନଜର ରଖିଛି ଇସ୍ରୋ । ସୂର୍ଯ୍ୟ ବିଷୟରେ ଟିକିନିଖି ଖବର ଜାଣିବାକୁ ଆସନ୍ତା ୨ ସେପ୍ଟେମ୍ବର ୨୦୨୩ ରେ ଇସ୍ରୋ ଆରମ୍ଭ କରୁଛି ନିଜର ମିଶନ ସୂର୍ଯ୍ୟ ଯାହାର ନାଁ AdityaL1 ରଖାଯାଇଛି। ଏହା ଭାରତର ପ୍ରଥମ ସୌର ମିଶନ । ୨ ତାରିଖରେ ଭାରତୀୟ ସମୟ ଅନୁସାରେ ୧୧ଟା ବାଜି ୫୦ ମିନିଟ୍ ସମୟରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link