Jagrati Shukla Viral Video: ଅଭିନେତା ଅନୁଭବଙ୍କ ପାଇଁ ପୁଣି ଥରେ ଓଡି଼ଶା ଆସିଲେ ଜାଗ୍ରୃତି! ଭାଇରାଲ୍ ହେଲା ଏହି ଭିଡିଓ

Narmada Behera Jan 28, 2025, 14:15 PM IST

Jagrati Shukla Viral Video: ଅଭିନେତା ଅନୁଭବ ମହାନ୍ତିଙ୍କ ବନ୍ଧୁ ଜାଗ୍ରୃତି ଶୁକ୍ଲା । ବର୍ଷା ଓ ଅନୁଭବଙ୍କ ସମ୍ପର୍କ ଭାଙ୍ଗିବା ପଛରେ ଜାଗ୍ରୃତୀ ଶୁକ୍ଲାଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ତେବେ, ଏହାରି ଭିତରେ ଜାଗ୍ରୃତିଙ୍କ ଏକ ଭିଡିଓ ସୂର୍ଯ୍ୟ ମନ୍ଦିରରୁ ଭାଇରାଲ୍ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link