Weather Report: ଆସନ୍ତା ୨ ଦିନ ଘନ କୁହୁଡି, ୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି

Rashmita Sahoo Jan 03, 2025, 15:26 PM IST

ମାଡି଼ ଆସିଛି ଥଣ୍ତା। ପ୍ରାୟତଃ ରାତିର ତାପମାତ୍ରା ଅସ୍ବାଭିକ ଭାବେ କମିଛି। ରାଉରକେଲା ପଛକୁ ଝାରସଗୁଡାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ, କେନ୍ଦୁଝର ୯.୫, ଫୁଲବାଣୀ ୯.୫, ଦାରିଙ୍ଗିବାଡି ୯.୫, ସୁନ୍ଦରଗଡ ୯.୭, ଅନୁଗୁଳ ୧୦, ସୋନପୁର ୧୦, ଡିଗ୍ରୀ ବୁଧବାର ଥିଲା। ମାଡି଼ ଆସିଛି ଥଣ୍ତା। ପ୍ରାୟତଃ ରାତିର ତାପମାତ୍ରା ଅସ୍ବାଭିକ ଭାବେ କମିଛି। ରାଉରକେଲା ପଛକୁ ଝାରସଗୁଡାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ, କେନ୍ଦୁଝର ୯.୫, ଫୁଲବାଣୀ ୯.୫, ଦାରିଙ୍ଗିବାଡି ୯.୫, ସୁନ୍ଦରଗଡ ୯.୭, ଅନୁଗୁଳ ୧୦, ସୋନପୁର ୧୦, ଡିଗ୍ରୀ ବୁଧବାର ଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link