Rani Panda Video: ସିକ୍ରେଟ ମ୍ୟାରେଜ କଲେ କି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା? ଭାଇରାଲ ହେଉଛି ଭିଡିଓ

Rashmita Sahoo Sat, 31 Aug 2024-6:00 pm,

ଏବେ ଖୁବ ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଯାତ୍ରା ଜଗତରେ ନିଜର ପରାକାଷ୍ଠା ଦେଖାଇଥିବା ଅଭିନେତ୍ରୀ ଜଣକ ସମାଜସେବା କରିକି ବି ଖୁବ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି କେବଳ ନିଜର ଗୋଟିଏ ଭିଡିଓ ପାଇଁ । ଗତକାଲି ସେୟାର କରିଥିବା ଏହି ଭିଡିଓରେ ସେ ବଧୂ ବେଶରେ ବାସର ରାତି ଖଟ ଉପରେ ବସିଛନ୍ତି । ତେବେ କିଛି କିଛି ଫ୍ୟାନ୍ସ ତାଙ୍କର ଏହି ଲୁକ୍ ଦେଖି ସିକ୍ରେଟ ମ୍ୟାରେଜ କରିଥିବା କଥା କହୁଥିବା ବେଳେ କିଛି ଫ୍ୟାନ୍ସ ତାଙ୍କ ଫିଲ୍ମ ର ସିନ୍ ବୋଲି କହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link