Jatra Stage Video: ଖାଲି ସମୟରେ କ`ଣ କରନ୍ତି ଯାତ୍ରା କଳାକାର? ଦେଖନ୍ତୁ ଭାଇରାଲ ଭିଡିଓ

Rashmita Sahoo Mon, 16 Sep 2024-9:13 pm,

ଏବେ ବି ଲୋକଙ୍କ କ୍ରେଜ୍ ଯାତ୍ରା ପ୍ରତି ରହିଛି। ଗାଁ ଗଣ୍ଡାରେ ରାତିଅଧିଆ ଯାତ୍ରା ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଉଛି। ତେବେ ଏହାର ଛୋଟ ଛୋଟ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ଆପଣ ଜାଣନ୍ତି କି, ରାତି ଅନିଦ୍ରା ହୋଇ ଯାତ୍ରା କରୁଥିବା କଳାକାର ଦିନ ସମୟରେ କଣ କରନ୍ତି । ତେବେ ଫେସବୁକରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ବି ଏମାନଙ୍କ ପରିଶ୍ରମକୁ ତାରିଫ ନ କରିରହି ପାରିବେନି। ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link