Jatra Back Stage Video: ଯାତ୍ରା ସରିବା ପରେ କେମିତି ଥାଏ ଯାତ୍ରା ଷ୍ଟେଜ ପଛର ହାଲତ, ଦେଖନ୍ତୁ Video
Jatra Back Stage Video: ଯାତ୍ରା ସରିବା ପରେ କେମିତି ଥାଏ ଯାତ୍ରା ଷ୍ଟେଜ ପଛର ହାଲତ। ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ଯାତ୍ରା । ତାହା ଆଇଟମ ଡ୍ୟାନ୍ସ ପାଇଁ ହେଉ ବା ଯାତ୍ରା ବହି ସବୁବେଳେ ଚର୍ଚ୍ଚାରେ ଯାତ୍ରା ମହଲ। ତେବେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଫେସବୁକରେ ଏବେ ଏକ ଭିଡିଓ ବାଇରାଲ ହେଉଛି। ରାତି ଅନିଦ୍ରା ହେଇ ଯାତ୍ରା କଳାକାର ଜୀବନ୍ତ ଅଭିନୟ କରୁଛନ୍ତି । ତେବେ ଜାଣିଛନ୍ତି କି ଯେତେବେଳେ ଯାତ୍ରା ବହି ଶେଷ ହୁଏ ସେତେବେଳେ ଷ୍ଟେଜ ପଛରେ କେମିତି ସ୍ଥିତି ରହିଥାଏ।