Viral Video: ଯାତ୍ରା ପେଣ୍ତାଲ୍ ବ୍ୟାକଷ୍ଟେଜରେ ଅଭିନେତ୍ରୀଙ୍କ ଏମିତି କିଛି ହରକତ୍ କରୁଛନ୍ତି ଅଭିନେତା, ଭାଇରାଲ୍ ହେଲା ଭିଡିଓ

Narmada Behera Fri, 11 Oct 2024-1:03 pm,

Viral Video: ଯାତ୍ରା ମଞ୍ଚଳରେ ସାହୁ ଭାଉଜଙ୍କ ଅଶ୍ଲୀଳ ନୃତ୍ୟ ପରିବେଶଣ ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଏବେ ପୁଣି ଥରେ ହଟ୍ ଡାନ୍ସର ଜଲଓ୍ବା ଦେଖାଉଛନ୍ତି।  ତେବେ,ଏହାରି ଭିତରେ ଆଉ ଜଣେ ଅଭିନେତ୍ରୀଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯାତ୍ରା ଷ୍ଟେଜ୍ ପଛପଟେ ଅଭିନେତା ଜଣଙ୍କ ଜଣେ ଅଭିନେତ୍ରୀଙ୍କ ସହ କଣ କରୁଛନ୍ତି। ଦେଖନ୍ତୁ ଏହି ଭିଡିଓରେ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link