Nisha Maharana Video: ସିକ୍ରେଟ ମ୍ୟାରେଜ କଲେ କି ଆଇଟମ ଗାର୍ଲ ନିଶା ମହାରଣା, Video ଭାଇରାଲ

Rashmita Sahoo Sat, 12 Oct 2024-4:52 pm,

Nisha Maharana Video: ଯାତ୍ରା ଷ୍ଟେଜରେ ଲୋକଙ୍କ ମଧ୍ୟରେ ଉନ୍ମାଦନା ସୃଷ୍ଟି କରନ୍ତି ଆଇଟମ ଗାର୍ଲ ନିଶା ମହାରଣା। ତେବେ ଅନେକ ଯାତ୍ରା ଅପେରା ପାର୍ଟି ନିଶା ମହାରଣାଙ୍କୁ ଆଇଟମ ଡ୍ୟାନ୍ସ ପାଇଁ ନିମନ୍ତ୍ରଣ କରିଥାନ୍ତି। ତେବେ କିଛି ଘଣ୍ଟା ପୂର୍ବରୁ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଆସନ୍ତାକାଲି କେଉଁ ସ୍ଥାନକୁ ସେ ଡ୍ଯାନ୍ସ ପରିବେଷଣ କରିବାକୁ ଯିବେ ତାହାର ଡିଟେଲ୍ସ ଦେବା ସମୟରେ ସେ ସିନ୍ଦୂର ପିନ୍ଧିଥିବା ନଜର ଆସିଛନ୍ତି । ତେବେ ଏହି ଭିଡିଓ ଭାଇରାଲ ପରେ ତାଙ୍କ ପ୍ରଂଶସକ କମେଣ୍ଟ କରିଛନ୍ତି ଯେ, ନିଶା ବୋଧ ହୁଏ ସିକ୍ରେଟ ମ୍ୟାରେଜ୍ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link