Nisha Maharana: ପୁଣି ଯାତ୍ରା ଷ୍ଟେଜରେ ଜଲୱା ଦେଖାଇଲେ ନିଶା ମହାରଣା, Video Viral

Rashmita Sahoo Tue, 15 Oct 2024-8:52 pm,

Nisha Maharana: ପୁଣି ଯାତ୍ରା ଷ୍ଟେଜରେ ଜଲୱା ଦେଖାଇଲେ ନିଶା ମହାରଣା,.. କିଛିଦିନ ତଳେ ଯାତ୍ରା ଷ୍ଟେଜରେ ଚେୟାର ମାଡ ହେବା ପରେ ବି ଯାତ୍ରା ଷ୍ଟେଜରେ ନିଆଁ ଲଗାଇଛନ୍ତି ନିଶା ମହାରଣା। ବ୍ଲାକ୍ ଲେହେଙ୍ଗାରେ ଧମାକାଦାର ଡ୍ୟାନ୍ସ କରି ନିଶା ମହାରଣା ଦର୍ଶକଙ୍କୁ ଖୁବ ଏଣ୍ଟରଟେନ କରିଛନ୍ତି। ଦେଖନ୍ତୁ ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link