Dancer Rani Priyadarshini: ପୁଣି ଯାତ୍ରା ଷ୍ଟେଜରେ କମାଲ କଲେ ରାନୀ ପ୍ରିୟଦର୍ଶିନୀ, ଭିଡିଓ ଭାଇରାଲ

Rashmita Sahoo Thu, 26 Sep 2024-2:24 pm,

Dancer Rani Priyadarshini: ପୁଣି ଯାତ୍ରା ଷ୍ଟେଜରେ କମାଲ କଲେ ରାନୀ ପ୍ରିୟଦର୍ଶିନୀ, ଭିଡିଓ ଭାଇରାଲ । କିଛି ଦିନର ନୀରବତା ପରେ ପୁଣିଥରେ ଯାତ୍ରା ଷ୍ଟେଜରେ କମାଲ କଲେ ରାନୀ ପ୍ରିୟଦର୍ଶିନୀ। ସୋନପୁରର ଏକ ସ୍ଥାନରେ ଶ୍ରୀକ୍ଷେତ୍ର ଗଣନାଟ୍ୟ ଅପେରା ରେ ନିଜର ଜଲୱା ଦେଖାଇଛନ୍ତି ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ। ଦେଖନ୍ତୁ ଭିଡିଓ...    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link