Angel Shree New Video: କ୍ଷମା ମାଗିବା ପରେ ପୁଣି ଯାତ୍ରା ଷ୍ଟେଜରେ କମାଲ କଲେ ସାହୁ ଭାଉଜ

Rashmita Sahoo Tue, 24 Sep 2024-2:40 pm,

Angel Shree New Video: ପୁଣିଥରେ ଯାତ୍ରା ଷ୍ଟେଜରେ କମାଲ କଲେ ସାହୁ ଭେରାଇଟି ଷ୍ଟୋର ର ପପୁଲାର ଚେହେରା ଭାଉଜ । ଗତକାଲି ଏକ କ୍ଷମା ପ୍ରାର୍ଥନା ଭିଡିଓ ସେୟାର କରିବା ପରେ ସେ ଏକଥା କହିଥିଲେ କି , ଯାତ୍ରା ଷ୍ଟେଜରେ କରିଥିବା ସେଇ ଛୋଟ ଭୁଲ ପାଇଁ ମୁଁ ସାଢେ ୪କୋଟି ଲୋକଙ୍କୁ କ୍ଷମା ମାଗୁଛି। ହେଲେ ଏବେ ବି ମୁଁ ଆଗପରି ଯାତ୍ରା ଷ୍ଟେଜରେ ସାମିଲ ହେବି ଲୋକଙ୍କ ଗହଣକୁ ଯିବି। ତେବେ ୨ଘଣ୍ଟା ତଳେ ସେ ପୁଣି ଏକ ଭିଡିଓ ସେୟାର କରିଛନ୍ତି।    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link