Sweety Video Viral: ସାହୁ ଭାଉଜଙ୍କ ପରେ ଭାଇରାଲ ହେଲା ଆଇଟମ ଗାର୍ଲ ସ୍ୱିଟି

Rashmita Sahoo Sat, 12 Oct 2024-2:13 pm,

Sweety Video Viral: ଯାତ୍ରା ପେଣ୍ଡାଲ ହେଉ ବା ମେଲୋଡି ଖୁବ ଜୋରସୋରରେ ଏବେ ଭାଇରାଲ ହେଉଛନ୍ତି ଆଇଟମ ଗାର୍ଲ ସ୍ୱିଟି। ଗତ କିଛିଦିନ ହେଲା ଓଡ଼ିଶା ଯାତ୍ରା ମାର୍କେଟରେ ହଲଚଲ କରିଛନ୍ତି ସାହୁ ଭାଉଜ ଆଞ୍ଜେଲ ଶ୍ରୀ । ତେବେ ଆଇଟମ ଗାର୍ଲ ସ୍ୱିଟି ମଧ୍ୟ କୌଣସି କ୍ଷେତ୍ରରେ କମ୍ ନୁହଁନ୍ତି। ନିଜ ଇନଷ୍ଟା ପେଜରେ ଅନେକ ଭିଡିଓ ସେୟାର କରିଛନ୍ତି ସ୍ୱିଟି। ଆପଣ ବି ଦେଖନ୍ତୁ ଏହି ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link