Viral Video: ପୁଣି ଥରେ ଭାଇରାଲ ହେଲା ଯାତ୍ରା ରଙ୍ଗମହଲର ସାଇଡ ଡ୍ୟାନ୍ସରଙ୍କ ଭିଡିଓ

Prabhudatta Moharana Thu, 17 Oct 2024-2:31 pm,

Video: ମେଲୋଡି ହେଉ ଅବା ଯାତ୍ରା ମଧ୍ୟରେ ଗୀତର ଦୃଶ୍ୟ, ଏହାକୁ ଆକର୍ଷଣୀୟ କରିବା ପାଇଁ ସାଇଡ୍ ଡ୍ୟାନ୍ସରଙ୍କ ଭୂମିକା ବେଶ ଗୁରୁତ୍ତ୍ୱପୂର୍ଣ୍ଣ ରହିଥାଏ । ଅଳ୍ପ ବେତନଭୋଗୀ ଏହି ନୃତ୍ୟଶିଳ୍ପୀମାନେ ନିଜ ଦମଦାର ଶୈଳୀରେ ମଞ୍ଚକୁ ସୁନ୍ଦର କରିବା ପାଇଁ ସେମାନେ ଭରପୂର ପ୍ରୟାସ କରିଥାନ୍ତି। ନିକଟରେ ଯାତ୍ରା ରଙ୍ଗମହଲର ମେଲୋଡି କାର୍ଯ୍ୟକ୍ରମର ଏକ ଝଲକ୍ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ସାଇଡ୍ ଡ୍ୟାନ୍ସରଙ୍କ ଦମଦାର ଡ୍ୟାନ୍ସ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link