Delhi Metro: ଦିଲ୍ଲୀ ମେଟ୍ରୋରେ ଜୱାନ୍ ଫିଲ୍ମର ଗୀତରେ ଝିଅଟି କଲା ଚତ୍ମକାର ଡ୍ୟାନ୍ସ, ଭାଇରଲ ହେଉଛି ଏହି ଭିଡିଓ

Jagdish Barik Mon, 18 Sep 2023-8:39 pm,

Jawan Song Delhi Metro Viral Video: ନିକଟରେ ରିଲଜ୍ ହୋଇଥିବା ଶାହାରୁଖ ଖାନଙ୍କ ଫିଲ୍ମ ଜୱାନ ବକ୍ସ ଅଫିସରେ ଧମାଲ ସୃଷ୍ଟି କରୁଛି । ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଶାହରୁଖ ଖାନଙ୍କ ଜଣେ ଝିଅ ପ୍ରଶଂସକ ଏକ ଭିଡ଼ଥିବା ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଭିତରେ 'ବେକରାର୍ କାରକେ ହମ୍ମେନ୍' ଗୀତରେ ନାଚୁଥିବାର ଦେଖାଯାଉଛନ୍ତି । ଏହି ଭିଡିଓଟି ଜୋରଦାର ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link