Chandrayaan-3 ର ତିଆରି ଠାରୁ ଆରମ୍ଭ କରି ଲ୍ୟାଣ୍ଡିଂ ପର୍ଯ୍ୟନ୍ତ, ୬୦ ସେକେଣ୍ଡରେ ଦେଖନ୍ତୁ ପୂରା ମିଶନ୍

Jagdish Barik Tue, 22 Aug 2023-10:59 pm,

Chandrayaan-3 mission Video: ଭିଡିଓଟି ଚନ୍ଦ୍ରଯାନ-୩ ମିଶନ ପ୍ରସ୍ତୁତି ସହିତ ଆରମ୍ଭ ହୋଇଛି । ଏଥିରେ ବୌଜ୍ଞାନିକମାନଙ୍କର ଏକ ସମ୍ପୂର୍ଣ୍ଣ ଟିମ୍ ମିଶନ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିବ । ଚନ୍ଦ୍ରଯାନ-୩ ମହାକାଶଯାନ ପ୍ରସ୍ତୁତ ହୋଇ ଏକ ରକେଟରେ ରଖାଯାଉଛି ଓ ଏହା ପରେ ଏହାକୁ ଉତକ୍ଷେପଣ ପାଇଁ ନିଆଯାଉଥିବା ମଧ୍ୟ ଦେଖିବାକୁ ମିଳେ । ଏହି ରକେଟ୍ ଚନ୍ଦ୍ରଯାନକୁ ନେଇ ମହାକାଶକୁ ଉଡ଼ୁଛି । ତା’ପରେ ଚନ୍ଦ୍ରଯାନ ମିଶନ ଚନ୍ଦ୍ର ଆଡକୁ ଗତି କରିବା ଆରମ୍ଭ କରୁଛି । ଏଠାରେ ୬୦ ସେକେଣ୍ଡରେ ଦେଖନ୍ତୁ ପୂରା ମିଶନର ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link