Kendrapara: ମଣିଷ ଓ ମହୁମାଛିର ଏପରି ବନ୍ଧୁତା କେବେ ଦେଖି ନଥିବେ ଆପଣ! ଦେଖନ୍ତୁ ଏହି ଭିଡିଓ

Jagdish Barik Wed, 26 Jul 2023-8:22 am,

Kendrapara: ମଣିଷ ଓ ମହୁମାଛିର ବନ୍ଧୁତା ହୁଏତ ପୂର୍ବରୁ ଆପଣ କୋଚିତ୍ ଦେଖିଥିବେ । ଏପରି ବନ୍ଧୁତା ବର୍ତ୍ତମାନ ମହୁମାଛିଙ୍କ କେନ୍ଦ୍ରାପଡା ଜିଲ୍ଲା ଆଳି (Ali, Kendrapara ) ବ୍ଲକ ଲୋକାପଡା ଗାଁର ଦଖିବାକୁ ମିଳିଛି । ଆଳି ବଜାରରେ ଏକ ପାନ ଦୋକାନ କରିଥିବା ଗଣେଶ ଚନ୍ଦ୍ର ରାୟ ହୀରା ନାଁରେ ପରିଚିତ । ସେ ପାନ ଦୋକାନ ଖୋଲିବା କ୍ଷଣି ଗ୍ରାହକଙ୍କ ଭିଡ଼ ଲାଗିଥାଏ । ଏହି ଭିଡ ପାନ ଖାଇବା ପାଇଁ କମ୍ ବରଂ ହୀରାଙ୍କ ମହୁମାଛିଙ୍କୁ ଦେଖିବା ପାଇଁ ଅଧିକ ରହିଥାଏ । ସକାଳୁ ସଞ୍ଜ ଯାଏଁ ହୀରାଙ୍କ ଦେହରେ ବସିବା ସହ ଦୋକାନରେ ଉଡି ମହୁମାଛି ବୁଲୁଥାନ୍ତି । ରାତି ହେଲେ ପୁଣି ସେମାନେ ନିଜ ବସାକୁ ଫେରି ଯାଉଛନ୍ତି । ଆପଣ ଦେଖନ୍ତୁ ଏହି ଭିଡ଼ିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link