King Cobra Attack: ହେଲମେଟ୍ ଭିତରେ ପଶିଥିଲା ଛୋଟ କିଙ୍ଗ କୋବ୍ରା, ମୁଣ୍ଡକୁ କାମୁଡିବା ପରେ ଚାଳକର ମୃତ୍ୟୁ

Rashmita Sahoo Dec 27, 2024, 20:52 PM IST

King Cobra Attack: ଦକ୍ଷିଣ ଭାରତରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଏକ ଛୋଟ କିଙ୍ଗକୋବ୍ରା ହେଲମେଟ ଭିତରେ ଲୁଚି ରହିଥିବା ଦେଖିବାକୁ ମିଳିଛି । ଭିଡିଓରେ ଜଣେ ସାପ ଧରାଳି ହେଲମେଟ୍ ପିନ୍ଧିବା ପାଇଁ ବାଡ଼ି ବ୍ୟବହାର କରୁଥିବା ବେଳେ ସାପଟି ତା'ର ଫଣା ବଢ଼ାଇ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ଭିଡିଓରେ ଏହା ମଧ୍ୟ ଦାବି କରାଯାଇଛି ଯେ ସାପଟି ଜଣେ ବାଇକ୍ ଆରୋହୀଙ୍କ ମୁଣ୍ଡକୁ କାମୁଡ଼ି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link