Doping Test: କାହିଁକି ଡୋପିଂ କରନ୍ତି ଖେଳାଳି, କେମିତି ହୋଇଥାଏ ଡୋପିଂ ଟେଷ୍ଟ ଜାଣନ୍ତୁ

ରଶ୍ମିତା ସାହୁ Fri, 18 Aug 2023-5:45 pm,

ଏଠି ପ୍ରଶ୍ନ ଖେଳାଳି ମାନେ କାହିଁକି କରନ୍ତି ଡୋପିଂ। ପ୍ରଥମତଃ କାରଣ ହେଉଛି ଯଦି କୌଣସି ଖେଳାଳି ଇଲିଗାଲ୍ ବା ବେଆଇନ ଭାବେ ଖେଳ ବା ମ୍ୟାଚକୁ ଜିତିବାକୁ ଚାହାଁନ୍ତି ତେବେ ଡୋପିଂ କରିଥାନ୍ତି । ତେବେ ଡ଼ୋପିଂ ଯେକୌଣସି ଖେଳି ଜରିଆରେ ଜଣେ ଖେଳାଳି କରିପାରିବ । ଯେମିତିକି କୁସ୍ତି, ଫୁଟବଲ, ବକ୍ସିଂ ବା ରନିଂ ବା ଦୌଡ ପ୍ରତିଯୋଗିତା । ଡୋପିଂ ର ଅର୍ଥ ଖେଳାଳି ଏମିତି କିଛି ନିଶା ପଦାର୍ଥ ନିଜ ଶରୀରରେ ପ୍ରବେଶ କରାଇଥାନ୍ତି ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ଥିବା ବଳ ଦ୍ୱି-ଗୁଣ ହୋଇଥାଏ। ଅନ୍ୟ ଖେଳାଳିଙ୍କୁ ବେଆଇନ ଭାବେ ହରାଇବା ହେଉଛି ଏହି ଡୋପିଂର ପ୍ରଥମ ବ୍ୟବହାର। ତେବେ ଖେଳାଳି ମାନେ କେମିତି କରିଥାନ୍ତି ଡୋପିଂ...ଯଦି ଦେଖିବା ଖେଳାଳି ମାନେ ଡୋପିଂ ୪ ରୁ ୫ଟି ଉପାୟରେ କରିଥାନ୍ତି । ପ୍ରଥମ ଉପାୟ ହେଉଛି ଷ୍ଟେରଏଡ...ଆପଣ ଜାଣିଥିବେ ଯେଉଁମାନେ ଜିମ୍ ଯାଉଛନ୍ତି ସେମାନେ ମଧ୍ୟ ସପ୍ଲିମେଣ୍ଟ ଆକାରରେ ଷ୍ଟେରଏଡ ଗ୍ରହଣ କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link