RG Kar Hospital: କୋଲକାତା ଲଜ୍ଜା ଘଟଣାର ଆଉ ଏକ ସଦ୍ୟ ପ୍ରମାଣ, ଭାଇରାଲ ହେଲା ଅଭିଯୁକ୍ତର CCTV ଭିଡିଓ

Rashmita Sahoo Sat, 24 Aug 2024-1:51 pm,

RG Kar Hospital: କୋଲକାତା ଲଜ୍ଜା । ସାରା ଦେଶରେ ବଢୁଛି ବିରୋଧ । ସିବିଆଇକୁ ଭେଟି ଡାକ୍ତର ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ସେପଟେ କୋଲକାତା ସିଆଲଦାର ସ୍ବତନ୍ତ୍ର ଅଦାଲତ, ଅଭିଯୁକ୍ତ ସଂଜୟ ରାୟକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଶୁକ୍ରବାର ସଞ୍ଜୟକୁ କଡ଼ା ସୁରକ୍ଷା ବଳୟ ଭିତରେ ସିଆଲଦା ସିଭିଲ ଓ କ୍ରିମିନାଲ କୋର୍ଟରେ ହାଜର କରିଥିଲା ସିବିଆଇ । କୋର୍ଟ ନିକଟରେ ପହଞ୍ଚି ବିକ୍ଷୋଭ କରିଥିଲେ ବହୁ ସଂଖ୍ୟାରେ ଆନ୍ଦୋଳନକାରୀ। ଏପଟେ ଅଭିଯୁକ୍ତ ସଞ୍ଜୟ ରାୟର ଆଉ ଏକ ସିସିଟିଭି ଭିଡିଓ ଭାଇରାଲ ହୋଇଛି। ଘଟଣାର କିଛି ସମୟ ପରର ଏହି ଭିଡିଓ...    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link