ASI Death: ମହିଳା ASIଙ୍କ ସନ୍ଦେହଜନକ ମୃତ୍ୟୁ,ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସୁରକ୍ଷାରେ ଥିଲେ ASI

ରଶ୍ମିତା ସାହୁ Mon, 02 Oct 2023-1:28 pm,

ରାଉରକେଲା ରେ ମହିଳା ପୋଲିସ ଏଏସ୍ଆଇ ଙ୍କ ସନ୍ଦେହ ଜନକ ମୃତ୍ୟୁ। ବହୁଚର୍ଚ୍ଚିତ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ପୂର୍ବରୁ ତାଙ୍କୁ ଦିଆଯାଇଥିବା ଦେହରକ୍ଷୀ ଆଲିସ୍ ଲୁଗୁନ ଙ୍କ ସନ୍ଦେହ ଜନକ ମୃତ୍ୟୁ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link