Wildlife video: ପାଣି ପିଉଥିଲା ସିଂହ, ତା’ପରେ ଛୋଟ କଇଁଛଟି ପହଞ୍ଚି କଲା କିଛି ଏପରି କାମ, ପଛକୁ ଫେରିଗଲା ଜଙ୍ଗଲର ରାଜା

Jagdish Barik Tue, 09 May 2023-3:34 pm,

Animals video: ସିଂହ ଓ କଇଁଛର ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ @Figensport ନାମକ ଏକ ID ଦ୍ୱାରା ସେୟାର କରାଯାଇଛି । ମାତ୍ର ୨୯ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୯୦ ହଜାରରୁ ଅଧିକ ଥର ଦେଖାଯାଇସାରିଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link