ଏଥର `ଦିଦି ନମ୍ବର-୧` ବ୍ୟାକ୍-ଷ୍ଟେଜରୁ ନୁହେଁ, ରାସ୍ତା ଉପରେ ଏମିତି କିଛି କଲେ ଅଭିନେତ୍ରୀ ଲିପି, ଭିଡିଓ ଭାଇରାଲ୍

Narmada Behera Tue, 15 Oct 2024-11:57 am,

  lipi Mohapatra Video: ଓଡିଆ ଟେଲିଭିଜନ୍ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର। ସେ ଏକାଧିକ ଆଲବମ୍ ରେ କାମ କରିଛନ୍ତି। ଏବଂ କିଛି ରିୟଲିଟି ସୋ ରେ ସେ ନଜର ଆସୁଛନ୍ତି। ରିୟଲିଟି ସୋ ଦିଦି ନମ୍ବର-୧ ରେ ଉପସ୍ଥାପିକା ଅଛନ୍ତି। ତାଙ୍କର ହସ ଓ କଥା ଦର୍ଶକଙ୍କ ମନ କିଣେ। ନିକଟରେ ଦିଦି ନମ୍ବର ଓ୍ବାନ୍ ବ୍ୟାକ୍ ଷ୍ଟେଜ୍ ରୁ ତାଙ୍କର କିଛି ଭିଡିଓ ଭାଇରାଲ୍ ହୋଇଥିଲା। ଆଉ ଏବେ ରାସ୍ତା ଉପରୁ ଦେଖନ୍ତୁ ଭିଡିଓ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link