ଦିଦି ନମ୍ବର ୱାନ୍ ଷ୍ଟେଜରୁ ପୁଣି ଭାଇରାଲ ହେଲେ ଲିପି....ରେଟ୍ରୋ ଗୀତରେ ଲଗାଇଲେ ଠୁମକା...ଭିଡ଼ିଓ ଭାଇରାଲ

Narmada Behera Fri, 18 Oct 2024-1:46 pm,

lipi Mohapatra Video: ଓଡି଼ଆ ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର । ତାଙ୍କୁ ଆଲବମ୍ ସହ ରିୟଲିଟି ସୋ-ରେ ଦେଖିବାକୁ ମିଳେ। ଏହାସହ ଦିଦି ନମ୍ବର ଓ୍ବାନ୍ ର ଉପସ୍ଥାପିକା ଭାବେ ନଜର ଆସୁଛନ୍ତି। ତେବେ, ଏହାର ଭିତରେ ଅଭିନେତ୍ରୀଙ୍କ ଆଉ ଏକ ଭିଡିଓ ଖୁବଜୋରେ ଭାଇରାଲ୍ ହେଉଛି। ତାହା ପୁଣି ଦିଦି ନମ୍ବର -୧ ବ୍ୟାକ୍ ଷ୍ଟଜ୍ ରୁ। ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link