Lizard fought with snake Video: ଛୁଆ ପାଇଁ ମାଆର ଲଢେଇ! ପିଲାକୁ ରକ୍ଷା କରିବାକୁ ସାପ ସହିତ ଲଢ଼ିଲା ଝିଟିପିଟି, ଶେଷ ନିଶ୍ୱାସ ଯାଏଁ କଲା ସଂଗ୍ରାମ, ଦେଖନ୍ତୁ ଭିଡିଓ

Jagdish Barik Wed, 22 Mar 2023-7:13 pm,

Lizard fought with snake Video: ଏହି ଭିଡିଓକୁ ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଛି । ଏହି ଭିଡିଓକୁ ଏକ କୋଟିରୁ ଅଧିକ ଲୋକ ଦେଖିଛନ୍ତି । ଭିଡିଓରେ ଅନେକ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଆସିଛି । ଆପଣ ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link