Maha kumbh ଦଳାଚକଟା ପୂର୍ବରୁ ପ୍ରୟାଗରାଜ କମିଶନରଙ୍କ ଭିଡିଓ ଭାଇରାଲ, ଜନସାଧାରଣଙ୍କୁ କରୁଥିଲେ ଏହି ନିବେଦନ

Jagdish Barik Jan 29, 2025, 15:29 PM IST

Maha kumbh Stampede Video: ମହାକୁମ୍ଭରେ ଦଳାଚକଟା ମଧ୍ୟରେ ପ୍ରୟାଗରାଜ କମିଶନରଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଭକ୍ତମାନଙ୍କୁ କିଛି ନିବେଦନ କରୁଥିବାର ନଜର ଆସୁଛନ୍ତି। ଭିଡିଓରେ ଦେଖାଯାଉଛି ଯେ କମିଶନର ମାଇକ୍ ମାଧ୍ୟମରେ ଘାଟ କୂଳରେ ଶୋଇଥିବା ଭକ୍ତମାନଙ୍କୁ ଅନୁରୋଧ କରୁଛନ୍ତି ଯେ ଏଠାରେ ପଡ଼ି ରହିବାର କୌଣସି ଲାଭ ନାହିଁ। ଏହା ସହ ସେ ଗାଧୋଇ ଯିବାକୁ ମଧ୍ୟ ଅନୁରୋଧ କରୁଛନ୍ତି। ଏହା ସମେତ ସେ କହୁଛନ୍ତି ବହୁତ ଲୋକ ଆସୁଛନ୍ତି ଏବଂ ଦଳାଚକଟା ହେବାର ସମ୍ଭାବନା ଅଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link