VIDEO: ୨୦୦ ଟଙ୍କାରେ ପେଟ୍ରୋଲ ପକାଇ ୨୦୦୦ ଟଙ୍କା ଦେବାରୁ ସ୍କୁଟିରୁ ତେଲ କାଢିନେଲେ ପେଟ୍ରୋଲ ପମ୍ପ କର୍ମଚାରୀ

Jagdish Barik Thu, 25 May 2023-4:14 pm,

Petrol Pump Video: ଉତ୍ତରପ୍ରଦେଶର ଜଲୌନରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ୨୦୦୦ ଟଙ୍କା ନୋଟ ନ ନେଇ ସ୍କୁଟରରୁ ପକାଇଥିବା ପେଟ୍ରୋଲ ବାହାର କରି ନେଇଥିଲେ । ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link