Ice Cream Video: ଆଇସକ୍ରିମ ଖାଉଥିଲେ ସାବଧାନ ! ଏହି ଭିଡିଓ ଦେଖିଲା ପରେ ଖାଇବାକୁ ଭାବିବେ ହଜାରେ ଥର...

Rashmita Sahoo Thu, 05 Sep 2024-3:26 pm,

ଇନଷ୍ଟାଗ୍ରାମରେ ଏକ ଫେମସ କମ୍ପାନୀରେ ଭ୍ୟାନିଲା ଆଇସକ୍ରିମ କପ୍ ଥିବା ଏକ ଭିଡିଓକୁ ୨୧.୮ ମିଲିୟନ ଲୋକ ଦେଖିସାରିଲେଣି । ଏହି କ୍ଲିପ୍ ରେ ଗ୍ରାହକ ଲୋକପ୍ରିୟ ଖାଦ୍ୟ କମ୍ପାନୀ ଦ୍ୱାରା ବ୍ୟବହୃତ ସାମଗ୍ରୀର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଭେନିଲା କପ୍ ଦେଖାଉଛନ୍ତି ଯାହା "ରାତିରେ ଖୋଲା ନଥିଲା" ଏବଂ 'ଆଇସକ୍ରିମ୍' ସକାଳେ ମଧ୍ୟ ତରଳି ନଥିଲା। ତା'ପରେ, ବ୍ୟକ୍ତି ଜଣକ କଭର ବାହାର କରି କପ୍କୁ ଏକ ଟିସୁ କାଗଜ ଉପରେ ଝୁଲାଇରଖନ୍ତି ଏବଂ ଏକ ହଳଦିଆ-ତରଳ ପଦାର୍ଥ ବାହାରୁଥିବା ଦେଖିଥାଉ । ବ୍ୟକ୍ତି ଜଣକ କୁହନ୍ତି ଯେ "ଏହା ସମ୍ପୂର୍ଣ୍ଣ ପାମ ତେଲ"। ଏହି ଭିଡିଓଉପରେ ପ୍ରତିକ୍ରିୟା ରଖିଛି ଏହି ଆଇସକ୍ରିମ କମ୍ପାନୀ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link