Heartwarming Video: ବିଲୁଆ ନେଉଛି ମ୍ୟୁଜିକର ମଜା; ଆପଣ ଦେଖିଛନ୍ତି କି ଏହି ଭାଇରଲ ଭଡିଓ?

Jagdish Barik Fri, 14 Jul 2023-9:43 pm,

Wild fox enjoying the music Video: ଏକ ବଣୁଆ ବିଲୁଆ ଆଗରେ ଜଣେ ବ୍ୟକ୍ତି ବାଞ୍ଜୋ ବଜାଉଥିବାର ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ବିଲୁଆ ମଧ୍ୟ ଏହାକୁ ଧର୍ଯ୍ୟର ସହିତ ଉପଭୋଗ କରୁଛି । ଏଠାରେ ଦେଖନ୍ତୁ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link