Viral Video: ଗାଈକୁ ବସାଇ ବାଇକ୍ ଚଲାଇଲେ ବ୍ୟକ୍ତି, ଭିଡିଓ ଦେଖିବା ପରେ ହସ ଅଟକାଇ ପାରୁନାହାଁନ୍ତି ଲୋକେ

Jagdish Barik Sat, 11 Nov 2023-6:30 pm,

Man Riding Bike With Cow Viral Video: ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବ୍ୟକ୍ତି ଏକ ଗାଈକୁ ବାଇକର ଆଗ ସିଟରେ ବସାଇଛନ୍ତି । ଯେତେବେଳେ କି ସେ ନିଜେ ପଛରେ ବସିଛନ୍ତି । ଗାଈକୁ ବସାଉ ମଧ୍ୟ ବ୍ୟକ୍ତି ଜଣକ ସମାନ ବେଗରେ ବାଇକ୍ ଚଲାଉଥିଲେ, ଯେତେବେଳେ ଜଣେ ଏକୁଟିଆ ଥିବା ବେଳେ ଚଲାଏ । ଏହି ଭିଡିଓଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link