Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ

Narmada Behera Tue, 22 Oct 2024-7:45 am,

  Mangal Alati of Sri Jagannath: କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ଗତକାଲି ଶ୍ରୀ ମନ୍ଦିରରେ ସ୍ଵତନ୍ତ୍ର ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ। ଏଣୁ ଦ୍ଵାରଫିଟା ନୀତି ନ ହୋଇ ପତିତପାବନ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ୦୬:୪୦ରେ ସମାପ୍ତ ହୋଇଛି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link